ଗୋ ସୁରକ୍ଷାକାରୀଙ୍କୁ ଗୁଳିମାଡ଼।

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର ତା-୨୧-୦୫-୨୦୨୨ ଗୋ ସୁରକ୍ଷାକାରୀଙ୍କ ଉପରେ ଗୁଳିମାଡ଼ କଲେ ଗୋ ଚାଲାଣକାରୀ ବେଗୁନିଆ ଟୋଲ ଗେଟ ପାଖରେ ଘଟିଛି ଗୁଳିକାଣ୍ଡ ।ଗୁଳି ଖାଇଥିବା ବ୍ଯକ୍ତି ବଜରଙ୍ଗ ଦଳ ଓ ଦେବ ସେନା ସଦସ୍ୟ ବୋଲି ସୂଚନା ରହିଛି ।ଘଟଣା ସ୍ଥଳରୁ ଗୋରୁ ବୋଝେଇ ଟ୍ରକ ଜବତ ହୋଇଛି ।କରଞ୍ଜିଆ ଏସଡିପିଓ ସମେତ ଯଶୀପୁର ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି । ସୂଚନା ଅନୁସାରେ, ଗୁଳିମାଡ଼ ହୋଇଥିବା ୨ ବ୍ୟକ୍ତି ହେଲେ ଶଶିକାନ୍ତ ବେହେରା, ଦୀପକ କୁମାର … Continue reading ଗୋ ସୁରକ୍ଷାକାରୀଙ୍କୁ ଗୁଳିମାଡ଼।